ସତ୍ୟବାଦୀ ରେ ଶିକ୍ଷା ସଚେତନତା ରଥ ଗଡିଲା
ସାକ୍ଷୀଗୋପାଳ ---- ସତ୍ୟବାଦୀ ରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ହୋଇଛି। ବ୍ଳକ ର ସମସ୍ତ ପଞ୍ଚାୟତ ରେ ବୁଲିବା ସହ ପଥପ୍ରାନ୍ତ ସଭା ଓ ସଚେତନତା କରାଯିବ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ ବ୍ଳକ ଶିକ୍ଷା ଅଧିକାରୀ ଭବ୍ୟ ପ୍ରଧାନ ସବୁଜ ପତକା ହଲାଇ ସଚେତନତା ରଥ ଗଢ଼ିଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏବିଇଓ ପ୍ରଭାସ କୁମାର କରଣ, ମୂଷା ମଲିକଙ୍କ ସହିତ ସମସ୍ତ ସିଆରସିସି ଓ ବ୍ଳକ ଶିକ୍ଷା ଅଧିକାରୀ ଙ୍କ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୬/୨୦୨୩----୮,୪୫ Sakhigopal News,27/6/2023