Breaking News

ଗ୍ରାହକ ସେବା କେନ୍ଦ୍ର ରୁ ଚୋରି

 

 
କନ୍ଧମାଳ ---- ରୁତିଙ୍ଗିଆ ଗ୍ରାମ ରେ ଏକ CSC ଓ CSP ଥିବା ଗ୍ରାହକ ସେବା କେନ୍ଦ୍ର ରୁ ଗତ କାଲି ବିଳମ୍ବିତ ରାତିରେ ସେବା କେନ୍ଦ୍ର ର ତାଲା ଭାଙ୍ଗି ଚୋରି ହୋଇଛି  I  ସେବା କେନ୍ଦ୍ର ଋତୁଙ୍ଗିଆ ଗ୍ରାମ ପଞ୍ଚାୟତ ରେ ଦୀର୍ଘ ବର୍ଷ ହେଲା ଜନସାଧାରଣ ମାନଙ୍କୁ ବ୍ୟାଙ୍କ ସେବା ଦେଇ ଆସୁଥିଲା  ।  ଗତ କାଲି ରାତିରେ ଏହି ସେବା କେନ୍ଦ୍ର ରେ ଥିବା 2 ଟି ଲାପଟପ ସହ ଏକ CPU, ଏକ ଫିଙ୍ଗର ପ୍ରିଣ୍ଟ, ସାଉଣ୍ଡ ବକ୍ସ ସହ ନଗଦ 10 ହଜାର ରୁ ଉର୍ଦ୍ଧ ଟଙ୍କା ନେଇ ଥିବା ବାଲିଗୁଡା ଥାନା ରେ  ଲିଖିତ ଅଭିଯୋଗ ସେବା କେନ୍ଦ୍ର ର ମାଲିକ କରିଥିବା ଜଣାପଡିଛି I ବାଲିଗୁଡା ପୋଲିସ ଏହି ଘଟଣା କୁ ଗୁରୁତ୍ୱ ଭାବରେ ନେଇ ମାମଲା ରୁଜୁ କରି ତଦନ୍ତ ଜାରି  ରହିଛି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩୦/୬/୨୦୨୩----୩,୪୫ Sakhigopal News,30/6/2023

Blog Archive

Popular Posts