Breaking News

କିଏସେ ବବୁଲ ରାଉତ ତାଙ୍କର ଅସଲି ପରିଚୟ କଣ ଆଲୋଚନା ମୋର ଧରିଛି


ବାଙ୍କୀ, କଟକ -ଏହି କିଛି ଦିନ ଧରି ବାଙ୍କୀ  ଅଞ୍ଚଳରେ ରେ ନିଜକୁ ସାମ୍ବାଦିକ ର ପରିଚୟ ଦେଇ ଉତ୍ପାତ ମଚାଇ ଚାଲିଛନ୍ତି ବାଙ୍କୀ ବ୍ଲଜ କିଆପଲ୍ଲା ପଞ୍ଚାୟତ ନୂଆଗାଁ ର ବବୁଲ ରାଉତ। କିଛି ବର୍ଷ ଧରି ନିଜକୁ କନକ ଟିଭିର ପରିଚୟ ଦେଇ ଆସୁଥିବା ବେଳେ. ଏଵେ ନିକଟରେ ଢ ସର ଧାନମଣ୍ଡି କୁ ଯାଇ ନିଜକୁ କନକ ଟିଭିର କ୍ୟାମେରା ମ୍ୟାନ କହିଁ ଦବନଗିରି ଦେଖାଇବା ଓ ଦାଦାବଟି ଆଦାୟ କରିବା ବବୁଲ ଙ୍କ ପାଇଁ ପଡିଥିଲା ମହଙ୍ଗା ।‌‌‌‌‌‌‌‌‌‌‌‌‌‌ଏ  ଖବର ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏ ଜଣେ ଅସାମାଜିକ ଓ ଫେକ ରିପୋର୍ଟ ର ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ସେବା ସମବାୟ ସମିତି ର ସଭାପତି ଓ ପଞ୍ଜିକୃତ ଚାଷୀ । ସେପଟେ ଘଟଣା କୁ ନେଇ ଅଦ୍ୟାବଧି ଧାନ ମଣ୍ଡି  ବନ୍ଦ ରହିଛି । ଏ ଅସାମାଜିକ ଯୁବକ ବବୁଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପ୍ରଶାସନ ସ୍ତରରେ ଗ୍ରହଣ ନ କରାଯିବା ପର୍ଯ୍ୟନ୍ତ ମଣ୍ଡି ଖୋଲିବ ନାହିଁ ବୋଲି  ସେବା ସମବାୟ ସମିତି ର ବୋର୍ଡ ପକ୍ଷରୁ ନିଷ୍ପତି ହୋଉଥିବା ଜଣାପଡିଛି । ବିଶେଷ ସୂତ୍ରରୁ ଜଣାପଡିଛି. ଏହି ଘଟଣା କୁ ନେଇ ଖୁବ ଶୀଘ୍ର  କନକ ଟିଭି ର ମୁଖ୍ୟ କାର୍ଯ୍ୟାଳୟକୁ ଯାଇ ଚିପ ଏଡିଟର ଓ ସଂସ୍ତାର ମାଲିକ ଙ୍କ ନିକରେ ବବୁଲ ରାଉତ ଓ ତାଙ୍କ ବାଙ୍କୀ ଷ୍ଟ୍ରେଞ୍ଜର ଙ୍କ ବିରୋଧରେ ହେବେ ଫେରାଦ।    ଲୋକଙ୍କୁ ଡରାଇ ଧମକାଇ ଅର୍ଥ ଲୁଟ କରିବା ତାଙ୍କର ଉଦେଶ୍ୟ ।  ନିର୍ବାଚନ ଆସିଲେ  ସେବା ସମବାୟ ସମିତି ଗୁଡ଼ିକରୁ କାର୍ଯ୍ୟରତ ସମ୍ପାଦକ ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ର ନିର୍ବାଚନ ପାଣ୍ଠି ସଂଗ୍ରହ କରନ୍ତି. ଏଵେ ପ୍ରଶ୍ନ ଉଠୁଛି ଏ ବବୁଲ ରାଉତ ର ବାସ୍ତବିକତା କଣ  ସେ ପ୍ରକୃତ ରେ କରୁଛନ୍ତି କଣ । ଏ ଦିଗରେ ବାଙ୍କୀ ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବି ଜୋର ଧରିଛି । କଟକରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୯/୬/୨୦୨୩----୯,୪୫ Sakhigopal News,9/6/2023

Blog Archive

Popular Posts