Breaking News

ଅଗ୍ନି କାଣ୍ଡରେ ଦୁଇ ବଖରା ଜଳି ଗଲା



     

ସାକ୍ଷୀଗୋପାଳ---- ପୁରୀ ଜିଲା ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିରେ ଶନିବାର ଭୋର ଚାରିଟାରେ ଅଗ୍ନି କାଣ୍ଡ ଘଟି ଦୁଇ ବଖରା ଘର ପୋଡି ଯାଇଛି  । ସୂଚନାଯୋଗ୍ୟ ରବୀନାରାୟଣ ବିଶ୍ୱାଳ ଙ୍କ ଦୁଇ ବଖରା ଘର ଭୋରରୁ ନିଆଁ ଲାଗିଯାଇଥିଲା  । ସେ ଡାକ ପକେଇବାରେ  ଗ୍ରାମବାସୀ ମାନେ ପାଣି ପକାଇ ନିଆଁ ଲିଭାଇ ଥଲେ  । ଖବରପାଇ ସତ୍ଯବାଦୀ ଅଗ୍ନିଶମ ବିଭାଗ ପକ୍ଷରୁ ମନୋଜ କୁମାର ନାୟକ ଙ୍କ ନେତୃତ୍ବ ରେ ଦୁଇଟି ଦମକଳ ନେଇ ଘଟଣା ସ୍ଥାନ ରେ ପହଞ୍ଚିବା ପହଞ୍ଚି ଥିଲେ  । ହେଲେ ନିଆଁ ଲିଭି ଯାଇଥିବା ହେତୁ ସେମାନେ ଫେରି ଆସିଥିଲେ  । ଦୁଇ ବଖରା ଘର ର ନଡାକୁ ଗ୍ରାମବାସୀ ଓଲାରି ଦେବା ଓ ପାଣି ପକାଇ ଦେବାରୁ ନିଆ ଲିଭିଯାଇଥିଲା  ।  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୩/୨୦୨୩----୯,୨୫ Sakhigopal News,4/3/2023

Blog Archive

Popular Posts