Breaking News

ଅଭିଭାବକ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ବୈଠକ


 


ସାକ୍ଷୀଗୋପାଳ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅଭିଭାବକ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଏହି ବୈଠକରେ ପିଲା ମାନଙ୍କର ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇବା ସହିତ ସେମାନଙ୍କର ଉତ୍ତରଖାତା ଅଭିଭାବକ ମାନେ ଦେଖିଥଲେ । ବିଶେଷ କରି ପରବତ୍ତୀ କ୍ଳାସ ପାଇଁ ପାଠ୍ୟପୁସ୍ତକ ବଣ୍ଟନ ପାଇଁ ଏକ ଆଲେଚନା କରାଯାଇଥିଲା । ଏହି ବୈଠକରେ ଲସଲମସିର ସଭାପତ ସାନାତନ ସାହୁ ଯୋଗଦେଇଥିଷଲ ।  ଶିକ୍ଷୟତ୍ରୀ ବେଅଜୟନ୍ତୀ ମିଶ୍ର, ସୌଦାମିନି ନାୟକ, ଗିତାଞ୍ଜଳି ବେହେରା, ନିହାରିକା ସେନାପତି ପ୍ରମୁଖ ରହି ବୈଠକ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୩/୨୦୨୩----୭,୧୦   Sakhigopal News, 31/3/2023

Blog Archive

Popular Posts