Breaking News

ଭେଡେନ ବ୍ଲକ ଥୁଆପାଲିରେ କାଳବୈଶାଖୀ


ବରଗଡ଼----  ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଠାରେ ପଶ୍ଚିମା ଝଡ ଯୋଗୁଁ ଦିନ ୩ ଟା ସମୟରେ ବର୍ଷା ସହିତ ପବନ ହୋଇଛି । ଥୁଆପାଲି ଗ୍ରୀଡ, ଧାତୁକପାଲି ଗ୍ରୀଡ ର ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି। ବିଭିନ୍ନ ଜାଗାରେ ୫/୬ ଟି ଗଛ ତାର ଉପରେ ପଡିଛି। ଥୁଆପାଲି ଗ୍ରୀଡ ସେକ୍ସନ ଅଫିସର ପବିତ୍ର ମୋହନ ପାଢୀ ଙ୍କୁ ପଚାରିବାରୁ ମୁଁ କର୍ମଚାରୀ ମାନଙ୍କୁ ନେଇ ଗଛ କଟା ଜାଗାରେ ଅଛି । ଗଛ କଟା ସରିବା ସଙ୍ଗେ ସଙ୍ଗେ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି କହିଛନ୍ତି। ଏହା ସାଙ୍ଗ କୁ ରେମଣ୍ଡା ଜଳସେଚନ ବିଭାଗ ର ଟାଙ୍ଗରପାଲି କେନାଲ କ୍ରାନ୍ତି ପଡା ପକ୍ଷରୁ ଏକ ଗଛ ପଡି କେନାଲ ପାଣି ଅବରୋଧ କରଛି। ଏଥିପ୍ରତି ରେମଣ୍ଡା କେନାଲ ଜେଇ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଉକ୍ତ ଝରାପାଲି, ଅରଯୁଂଡା, ଲୋଇଶିରା ଚାଷି ମାନେ ଦାବୀ କରିଛନ୍ତି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ୧୯/୩/୨୦୨୩----୮,୧୦ Sakhigopal News,19/3/2023

Popular Posts