Breaking News

ହିନ୍ଦୁ ନବବର୍ଷ ଉପଲକ୍ଷେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

 
ବରଗଡ଼--- ବରଗଡ ଜିଲ୍ଲା ଅତାବିରା ବ୍ଲକ ଗୁରଖାପାଲି ଠାରେ ଆର ଏସ ଏସ ଓ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ହିନ୍ଦୁ ନବବର୍ଷ ଉପଲକ୍ଷେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରକୁ ଗ୍ରାମର ମାନ୍ୟଗଣ୍ୟ ଅତିଥି ରୁଷବ ପ୍ରଧାନ ଉଦଘାଟନ କରିଥିଲେ। ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ର ରକ୍ତଭଣ୍ଡାର ଅଧିକାରୀ ଡାଃ ରାଉତରାୟ ଓ ଟେକନିସିଆନ ମାନେ ରକ୍ତ ସଂଗ୍ରହ କରି ଥିଲେ।ଏଥିରେ ୨୭ ଜଣମହିଳା ଓ ୨୪ ଜଣ ପୁରୁଷ ସ୍ୱେଚ୍ଛାକୃତ ଭାବରେ ମୋଟ ୫୧ ଜଣ ରକ୍ତ ଦାନକରି ଥିଲେ। ଏହି ସମୟରେ ଗୁରଖାପାଲି ଗ୍ରାମ ର ସମସ୍ତ ସ୍ଵେଚ୍ଛାସେବୀ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୩/୨୦୨୩----୭,୧୦ Sakhigopal News,23/3/2023

Blog Archive

Popular Posts