ସମାଜସେବୀ ତଥା ଶିକ୍ଷକ ଶ୍ରୀ ନୀରୋଜ କୁମାର ପାଢ଼ୀ ଙ୍କ ବିୟୋଗ ରେ ଶୋକସଭା
ବରଗଡ - ପଦ୍ମପୁର ର ମୂଳ ବାସିନ୍ଦା ଓ ଗାଇସିଲେଟ ବ୍ଲକର ଡାଙ୍ଗବlହାଲ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ନିରୋଜ କୁମାର ପାଢ଼ୀ ଙ୍କ ଅକାଳ ବିୟୋଗରେ ସମଗ୍ର ବରଗଡ଼ ଜିଲ୍ଲାର ସମସ୍ତ ବର୍ଗ ର ଶିକ୍ଷକ ତଥା ଅଧ୍ୟାପକ ମହଲ ରେ ଶୋକ ର ଛାୟା ଖେଳି ଯାଇଛି
l ଜିଲ୍ଲା ର ଶିକ୍ଷକ ମହାସଂଘ ତରଫରୁ ତଥା ବେସରକାରୀ କଲେଜ ଶିକ୍ଷକ ସଂଘ ର ସଭାପତି ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ସୁଦୀପ୍ତ କୁମାର ଦାଶ, ଉପ-ସଭାପତି ପ୍ରାଧ୍ୟାପକ ବିନୋଦ ବିହାରୀ ମିଶ୍ର, ଶିକ୍ଷକ ନେତା ତରଣିସେନ ସାହୁ, ପ୍ରାଧ୍ୟାପକ ଡ଼. ବିରଞ୍ଚି ସାହୁ ପ୍ରମୁଖ ସ୍ୱର୍ଗତ ପାଢ଼ୀ ମହାଶୟଙ୍କ ଅବର୍ତ୍ତମାନ ରେ ଗଭୀର ଶୋକ ପ୍ରକାଶ କରିଛନ୍ତି l ଶ୍ରୀ ପାଢ଼ୀ ଜଣେ ବନ୍ଧୁବତ୍ସଲ, ମେଳାପୀ, ଓ ସେବା ମନୋବୃତ୍ତିର ବ୍ୟକ୍ତି ଥିଲେ ।ଏବଂ ଗାଇସିଲେଟ ଅଞ୍ଚଳ ର ସର୍ବାଙ୍ଗୀନ ବିକାଶ ରେ ତାଙ୍କର ବହୁତ ଅବଦାନ ରହିଛି । ପ୍ରେସ ବିଜ୍ଞପ୍ତି ମାଧ୍ୟମ ରେ ତାଙ୍କର ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଶାନ୍ତ୍ବନା ପ୍ରଦାନ ପୂର୍ବକ ସ୍ୱର୍ଗତ ଆତ୍ମା ର ଶାନ୍ତି ପାଇଁ ଈଶ୍ଵର ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି l ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୧/୩/୨୦୨୩----୬,୪୫ Sakhigopal News,31/3/2023