>>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • >>
  • ଦଲାଲଙ୍କ କବଜାରେ "ତହସିଲ'କାର୍ଯ୍ୟାଳୟ; ତହସିଲ କାର୍ଯ୍ୟାଳୟରର ଲୁଚି ରହୁ ନାହିଁ ଗୋପନୀୟ ତଥ୍ୟ
  • >>
  • ସାକ୍ଷୀଗୋପାଳ - ଅଳଗୁମ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ସର୍ଭେ କାମ ଶେଷ
  • >>
  • ବଜ୍ରାଘାତରେ ଗାଈ ଜଗୁଆଳଙ୍କ ମୃତ୍ୟୁ
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ଚିତାଲାଗି ପର୍ବ ପାଳନ ଓ ଘରେ ଘରେ ଚିତଉପିଠା ବାସ୍ନାରେ ମହକିଲା
  • >>
  • ଡେଲାଙ୍ଗରେ ବ୍ରଜପାତରେ ଯୁବକର ମୃତ୍ୟୁ
  • >>
  • ଜବାହର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ
  • >>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • ହରିସହଦେବ ବା ହରିଆବୁଢା ମେଳଣ ଅନୁଷ୍ଠିତ

     

     
       ସାକ୍ଷୀଗୋପାଳ---  ଗୋମାତାଙ୍କ ଦେବତା ଭାବେ ହରିସହଦେବ ବା ହରିଆବୁଢା ଠାକୁର  ପୁରୀ ଜିଲ୍ଲାରେ ବେଶ ଜଣାଶୁଣା। ଏପରିକି ଗୋମାତାଙ୍କ ଦେହ ଖରାପ ବା ଗାଈ ଜନ୍ମ କରିବା ପରେ ଲୋକମାନେ ଏହି ଠାକୁର ଙ୍କ ପାଖରେ ଦୁଧକୁସୁମ ଭୋଗ ଲଗାଇଥାନ୍ତି ।  ସତ୍ଯବାଦୀ ଥାନା ଅନ୍ତର୍ଗତ ବଳପୁରରେ ହରିଆବୁଢା ମେଳଣ ଆରମ୍ଭ ହୋଇଛି  । ଠାକୁରଙ୍କ ପ୍ରୀୟଭୋଗ ଦୁଧ କୁସୁମା ମହକରେ ମହକିଲା  ମନ୍ଦିର ବେଢା ପରିସର ସହିତ ଚତୁର୍ଦ୍ଦିଗ।  ଚୈତ୍ର ମାସ ସପ୍ତମୀ ମ୍ରୁଗଶିରା ନକ୍ଷତ୍ର ଦିନ ହରିସହଦେବ ତଥା ହରିଆବୁଡାଙ୍କ ମେଳଣ ଅନୁଷ୍ଠିତ ହୋଇଥାଏ  । ପ୍ରଥମେ ବଳପୁର ପଣ୍ଡା ସାହିର ଭଗବତ ମେଳଣ ର ଥାନାପତି   ବାସୁଦେବ ସୁସଜ୍ଜିତ ବିମାନରେ ଠାକୁର ବିଜେ କରି ଘଣ୍ଟ, କାହାଳୀ, ଛତି, ତ୍ରାସ, ମଶାଲ ଓ ବାଜାବାଜି ସଲଟନରେ ମେଳଣ ପଡିଆକୁ ବିଜେ କରି ଥାନ୍ତି ଭାବେ ପ୍ରଥମେ ଖୁଣ୍ଟି ଲାଗି ହୋଇଥିଲେ  । ଏହାପରେ ଆନନ୍ଦ ପୁର, କୁସୁମେଶ୍ୱର, ମହାରଣା ସାହି, ଦିହୁଡ଼ି ସାହି ଓ ସାରଙ୍ଗ ଯୋଡିର ଭାଗବତ ବାସୁଦେବ ଙ୍କ ବିମାନ ମେଳଣ ପଡିଆରେ ପହଞ୍ଚିବା ବେଳେ ଫୁଲ ତୁଳସୀ ଫଗୁ ଆଦି ସହିତ ବରଣ କରାଯିବା ପରେ ଦୋଳ ବିମାନ ଗୁଡିକ  ଖୁଣ୍ଟି ଲାଗି ହୋଇଥିଲେ  । ବଳପୁର ଦେଶ କମିଟି ପକ୍ଷରୁ ଠାକୁର ମାନଙ୍କୁ ଆଟିକାରେ ଖଇ କୋରା କଦଳୀ ଆଦି ଭୋଗ ସାମଗ୍ରୀ ଦିଆଯାଇ ଥିଲା  । ରାତିରେ ଅପେରା ନାଚ, ସଂକିର୍ତ୍ତନ ଆଦି କରାଯାଇଥିଲା  । ମେଳଣ ପଡିଆରେ ବିଭିନ୍ନ ପ୍ରକାର ଦୋକାନ ବସିଥିଲା। ସନ୍ଧ୍ଯାରେ ପ୍ରବଳ ଜନସମାଗମ ହୋଇଥିଲା  । ବିଳମ୍ବିତ ରାତିରେ ଆତସବାଜି ପ୍ରଦର୍ଶନ କରାଯାଇଥିଲା  । ଦେଶ କମିଟି ସଭାପତି ଜଟାଧାରୀ ପ୍ରଧାନ ଓ ମେମ୍ବର ମାନଙ୍କ ସହଯୋଗରେ  ଶାନ୍ତି ଶ୍ରୁଙ୍ଖଳାରେ ମେଳଣ ଅନୁଷ୍ଠିତ ହୋଇଥିଲା  ।
    ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୩/୨୦୨୩---୯,୧୦ Sakhigopal News,28/3/2023

    Blog Archive

    Popular Posts