Breaking News

ରାଜ୍ୟ କତା ସମବାୟ ନିଗମର ସଭାପତି ହେଲେ; ଗୋପିନାଥ ମିଶ୍ର



ସାକ୍ଷୀଗୋପ।।ଳ--- ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ ରାଜ୍ୟ କତା ସମବାୟ ନିଗମ ନିର୍ବାଚନ ଦାୟତ୍ୱ   ପରିଚାଳନା କରିବା ପାଇଁ ବିଜେଡି ଦଳ ପକ୍ଷରୁ ତାଙ୍କୁ ମିଳିଥିଲା । ତାଙ୍କୁ ଏହି ନିର୍ବାଚନରେ ସହଯୋଗ କରିଥିଲେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ।  ବିଜେଡିର ଜଣେ ଜଣାଶୁଣା ସମର୍ଥକ ତଥା ବିଜେଡି କର୍ମୀ ଗୋପିନାଥ ମିଶ୍ର ୯ଖଣ୍ଡ ଭୋଟ ପାଇ କତା ନିଗମର ସଭାପତି  ହୋଇଛନ୍ତି ।  ୧୬ଜଣ ସଦସ୍ୟ ଭୋଟ ଦେବାକୁ ରହିଥିବା ବେଳେ ୩ ଜଣ ଅନୁପସ୍ଥିତ ରହିଥିଲେ । ଗୋପିନାଥ ମିଶ୍ରଙ୍କ ସହିତ ତପସ୍ୱନ୍ନି ବରାଳ ପ୍ରତିଯୋଗିତା କରିଥିଲେ । ତପସ୍ୱନ୍‌ିଙ୍କୁ  ମାତ୍ର ୪ଖଣ୍ଡ ଭୋଟ ମିଳିଥିଲା । । ଯାହା ଫଳରେକି ବିଜେଡି ହାତରେ ରାଜ୍ୟ କତା ସମବାୟ ନିଗମ ରହିବା ସହ ସତ୍ୟବାଦୀ ବିଧାୟକଙ୍କ ନିର୍ବାଚନ ପରିଚାଳନାରେ ଜୟଯୁକ୍ତ ହୋଇଛନ୍ତି ବୋଲି  ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୩/୨୦୨୩---9.୧୦   Sakhigopal News, 18/3/2023

Blog Archive

Popular Posts