Breaking News

ସତ୍ଯବାଦୀ ନିର୍ବାଚନ ମଣ୍ଡଳୀ ର ବିଜେଡି ମିଡିଆ ସେଲର ସଂଯୋଜକ ନିଯୁକ୍ତି


 
ସାକ୍ଷୀଗୋପାଳ ---- ପୁରୀ ଜିଲା ସତ୍ଯବାଦୀ ଓ କଣାସ ବ୍ଲକ୍ ବିଜେଡି ମିଡିଆ ସେଲର ସଂଯୋଜକ ଭାବେ ତୁଷାର ରଞ୍ଜନ ନାୟକ ଙ୍କୁ ମନୋନୀତ କରାଯାଇଛି  । ଜିଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ସତ୍ଯବାଦୀ ନିର୍ବାଚନ ମଣ୍ଡଳୀର ମିଡିଆ ସେଲ ସଂଯୋଜକ ଭାବେ ଶ୍ରୀ ନାୟକ ଙ୍କ ଉପରେ ଦାୟିତ୍ୱ ନ୍ଯସ୍ତ କରିଥିଲା ଜଣାପଡିଛି  । ଏଥିପାଇଁ ସତ୍ଯବାଦୀ ବିଜେଡି କର୍ମୀମାନଙ୍କ ମଧ୍ଯରେ ଖୁସି ପ୍ରକାଶ ପାଇଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୩/୨୦୨୩----୭,୨୦ Sakhigopal News,17/2/2023

Blog Archive

Popular Posts