ଏମ ବିକେ, ସିଆରପିଙ୍କୁ ମିଶନ ଅନ୍ତଦ୍ରୋୟୋତଥ୍ୟ ଦେବାକୁ ଅଙ୍ଗନବାଡ଼ି କର୍ମୀଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଚାପ, କର୍ମୀଙ୍କ ମହଲରେ ଅସନ୍ତୋଷ
ନୟାଗଡ଼,,ମିଶନ ଅନ୍ତଦ୍ରୋୟ ରେ ସାହାଯ୍ୟ କରିବା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ଚାପ ସୃଷ୍ଟି କରୁଛନ୍ତି ଖଣ୍ଡପଡ଼ା ସିଡିପିଓ ଅଫିସିର,ସୁପର ଭାଇଜର । ଏହା କେଉଁ ନିୟମ।କଣ ଯିଏ ଯାହା ମାଗିବେ ଅଙ୍ଗନବାଡ଼ି କର୍ମୀ ଦେବେକି।ପଚାରିଲେ ସୁପର ଭାଇଜର କହୁଛନ୍ତି ବିଡ଼ିଓ କହିଛନ୍ତି।ଅଙ୍ଗନବାଡ଼ି କଣ କାମ କରିବେ ଏହା ବିଡ଼ିଓ ଏବଂ ସିଡିପିଓ ଙ୍କୁ ଜଣା ନାହିଁ କି।,ଅଯଥାରେ କର୍ମୀ ମାନଙ୍କୁ ଗୋତି ଶ୍ରମିକ ଭାବେ ପରିଚିତ କରାଉଛି ଖଣ୍ଡପଡ଼ା ବ୍ଲକ ପ୍ରଶାସ। ହିଟିଲର ଶାସନ କରୁଛି ଖଣ୍ଡପଡ଼ାବ୍ଲକ ପ୍ରଶାସନ।,ଅଙ୍ଗନବାଡ଼ି କର୍ମୀ ମିଶନ ଅନ୍ତର୍ଦ୍ୱୟ ରେ କାମ କରିବେ ବୋଲି କଣ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଲିଖିତ ନିର୍ଦ୍ଦେଶ ନାମା ଆସିଛି କି। ଖଣ୍ଡପଡ଼ା ବ୍ଲକ ରେ ରାସନ କାର୍ଡ ସର୍ଭେ କରି ଅଦ୍ୟାବଧି ଦୀର୍ଘତିନି ବର୍ଷ ରୁ ଉର୍ଦ୍ଧ୍ବ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କ ପ୍ରାରିଶ୍ରମିକ ପାଇ ପାରି ନାହାନ୍ତି । କର୍ମୀ ମାନେ ମଧ୍ୟ ଗାଁ ଗାଁ ରେ ନିର୍ଯ୍ୟାତିତ ହୋଇଥିବାର ନଜିର ମଧ୍ୟରହିଛି।କେତେ ବିଡ଼ିଓ ମହାଶୟ ବଦଳିଲେଣି, କିନ୍ତୁ ଅଙ୍ଗନବାଡ଼ି କର୍ମୀ ତାଙ୍କ ପ୍ରାପ୍ୟ ପାଇ ନାହାଁନ୍ତି।ବର୍ତ୍ତମାନର ବିଡ଼ିଓ ତାଙ୍କ ପାରିଶ୍ରମିକ କରିଦେବେକି।?ଅଙ୍ଗନବାଡ଼ି ଧର୍ମ ଘଟ ବେଳେ, ଉଚକର୍ତୃ ପକ୍ଷଙ୍କୁ ଜଣାଇ ଦିଆଯାଇଛିଯେ ବିନା ଚିଠି ନିର୍ଦେଶ ନାମା ନ ଆସିଲେ କୌଣସି ଅଙ୍ଗନବାଡ଼ି ମନ ଇଛା କିଛି କରିବେ ନାହିଁ।କିନ୍ତୁ ଖଣ୍ଡପଡ଼ା ବ୍ଲକ ପ୍ରଶାସନ ରମେରୀରାୟନୀତି ଏବଂହିଟିଲର ଶାସନ ଚାଲିଛି।।ଅଙ୍ଗନବାଡ଼ି କର୍ମୀ କାହାର ଗୋଲାମ ଗିରି କରି ବା ପାଇଁ ନାହାନ୍ତି। ଯେଉଁ ନିୟମ ଅଛି ଅଙ୍ଗନବାଡ଼ି ଙ୍କ ପାଇଁ ତାହା ସିଏ କରିବେ। ଏମ ବିକେ,ସିଆର ପି, ଏହା କରିବା ପାଇଁ ଥିବା ବେଳେ, ଅଙ୍ଗନବାଡ଼ି କର୍ମୀ
ଏ ମ ବିକେ, ସିଆର ପି ଙ୍କୁ ସାହାଯ୍ୟ କରିବା ପାଇଁ ଚାପ ସୃଷ୍ଟି କରାଯାଉଛି କ'ଣ ପାଇଁ।ତୁରନ୍ତ ମିଶନ ଅନ୍ତର୍ଦ୍ୱୟ ରିପୋଟ ଦେବା ପାଇଁ କୁହା ଯାଉଛି। ଏହି ବ୍ୟବସ୍ଥା ଖଣ୍ଡପଡ଼ା ବ୍ଲକରେ ବନ୍ଦ କରାନ ଗଲେ ଆଗକୁ ବଡ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବାପାଇଁ ବାଧ୍ୟ କରୁଛି ଖଣ୍ଡପଡ଼ା ବ୍ଲକ ପ୍ରଶାସନ । ଏଦିଗରେ ନୟାଗଡ଼ ଜିଲ୍ଲା ପାଳ ଦୃଷ୍ଟି ଦେଇ ପଦେକ୍ଷପ ନେବାକୁ ଦାବି ହେଉଛି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୭/୩/୨୦୨୩ ----୯,୧୦ Sakhigopal News,7/3/2023