Breaking News

ଏକ ଖବକାଗଜ ର ବାଙ୍କୀ ପ୍ରତିନିଧି ଙ୍କ ମିଥ୍ୟା ସମ୍ବାଦ ପ୍ରସାରଣ ଓ ଦବଂଗିରି ଯୋଗୁ ଲୋକମାନେ ଅତିଷ୍ଠ

କଟକ--- କଟକ ଜିଲ୍ଲା ବାଙ୍କୀ ବ୍ଲକ ରେ କାର୍ଯ୍ୟରତ ଏକ ନିଜକୁ ବଡ  ଖବକାଗଜ ର ପ୍ରତିନିଧି ଭାବି ଏପରିକି ନିଜକୁ ଇନ୍ଦ ଭାବି କାର୍ଯ୍ୟ କରୁଛନ୍ତି।  ଯିଏ କି ପ୍ରତ୍ୟେକ ସମୟରେ ମିଥ୍ୟା ଖବର ପ୍ରସାରଣ କରି ଜନସାଧାରଣ ଙ୍କ ଆକ୍ରୋଶ ର ଶିକାର ହେଉଛନ୍ତି । ଗଣତନ୍ତ୍ର ର ଚର୍ତୁଥ ସ୍ତମ୍ବ ଗଣମାଧ୍ୟମ ଯାହାକୁ ଗଣତନ୍ତ୍ର ର ଚକ୍ଷୁ ବୋଲି ବିବେଚନା କରାଯାଏ । ଗଣତନ୍ତ୍ର ର ଚକ୍ଷୁ ଯଦି ପ୍ରକୃତ ତଥ୍ୟକୁ ଗୁପ୍ତ ରଖି ସମ୍ପୂର୍ଣ୍ଣ ଭୁଲ ବା ମିଥ୍ୟା ତଥ୍ୟ ସାର୍ବଜନୀନ କରେ ତେବେ ଗଣତନ୍ତ୍ର ର ବ୍ୟବସ୍ତା ନଷ୍ଟ ହୋଇଯାଏ। ଏଭଳି ସ୍ଥଳେ  ଦୈନିକ ଖରକାଗଜ ର ସମ୍ପାଦକ ମିଥ୍ୟା ତଥ୍ୟ ଦେଉଥିବା ପ୍ରତିନିଧିଙ୍କୁ ବାଙ୍କିରେ ରଖିଛନ୍ତି ତାହା ସବୁଠାରେ ଆଲୋଚନା ର ବିଷୟବସ୍ତୁ ହୋଇପଡିଛି । ଉକ୍ତ ସାମ୍ବାଦିକ ଙ୍କୁ ଯଦି ପଚରା ଯାଉଛି ମିଥ୍ୟା ଖବର କାହିଁକି ପ୍ରସାରଣ କରୁଛ ସିଏ କହୁଛନ୍ତି ମୁଁ ଯାହା କଲି ତୁମର କଣ ଯାଉଛି । ତେବେ ଆଗାମୀ ଦିନରେ  ଦୈନିକ ଖବରକାଗଜ ବିରୋଧରେ ଜନ ଆନ୍ଦୋଳନ ହେବାର ସମ୍ଭାବନା କୁ ଏଡ଼ାଇ ଦିଆଯାଇ ନପାରେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୬/୧୨/୨୦୨୨---୮,୧୦ Sakhigopal News,6/12/2022

Blog Archive

Popular Posts