Breaking News

ଜ୍ୟାମପଲ୍ଲୀ ଗ୍ରାମରେ ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ



ଭଞ୍ଜନଗର--ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟର ଶୀତ କାଳୀନ  ସ୍ବତନ୍ତ୍ର ଜାତୀୟ ସେବା ତରଫରୁ ଜ୍ୟାମପଲ୍ଲୀ ଗ୍ରାମ ଠାରେ ସ୍ବାସ୍ଥ୍ୟ ପରିକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ଜୟରାମ ସେନାପତିଙ୍କ ଅଧକ୍ଷତାରେ କରାଯାଇଥିବା ବେଳେ ସେଛାସେବୀନୀ ମାନେ ରୋଗ ଗୁଡିକର ନିରାକରଣ ପାଇଁ ସଚେତନତା ପତ୍ର ବଣ୍ଟନ କରିଥିଲେ ।ଗ୍ରାମବାସୀ ସ୍ବାସ୍ଥ୍ୟ ପରିକ୍ଷା ପାଇଁ ଡଃ ସଂଜିତ ପାଳ ଭଞ୍ଜନଗର  ଗ୍ରାମରେ ୧୦୦ରୁ ଉର୍ଦ୍ଧ୍ବ ରୋଗୀଙ୍କ ପରିକ୍ଷା କରିଥିଲେ । କାର୍ଯ୍ୟକ୍ରମରେ ଜାମପଲ୍ଲୀ ଗ୍ରାମର ଯୁବକ ସଂଘ ସହଯୋଗ କରିଥିଲେ। ଡଃ ପାଳ ସେଛାସେବୀନୀ ମାନକୁ ମଧ୍ୟ ଦିଗଦର୍ଶନ କରାଇଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ଜୟଲକ୍ଷ୍ମୀ ରଥ ଓ ପ୍ରେମଚାନ୍ଦ ମଲ୍ଲିକ ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହେଇଥିଲା ।ସେଛାସେବୀନୀମାନେ ରେଗ ନିରାକରଣ ଓ ସ୍ବଛତା ବିଷୟରେ ଗ୍ରାମରେ ସଚେତନତା କରାଇଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୧୨/୨୦୨୨---୮,୪୫ Sakhigopal News,30/12/2022

Blog Archive

Popular Posts