ରେଳ ଧାରଣାରୁ ଅଚିହ୍ନା ଯୁବକର ଶବ ଉଦ୍ଦାର
ଡେଲାଙ୍ଗ ---- ମୋଟରୀ- କଣାସରୋଡ ମଧ୍ୟରେ ଜଣେ ଅଚିହ୍ନା ଯୁବକ୍ଙ୍କର ଶବ ରେଳୱେ ପୋଲିସ ଜବତ କରିଛି । ପୁରୀ ରେଳୱେ ଥାନ କେସନଂ-୨୬/୨୦୨୨ । ଯୁବକଙ୍କର ବୟସ ପ୍ରାୟ ୩୫ରୁ ୪୦ ବର୍ଷ ହେବ । ଉଚତା ପ୍ରାୟ ୫ଫୁଟ ୫ଇଞ୍ଚପତଳା ଚେହେରା, ଣମ୍ବା ମୁହଁ । ବାଉନ ରଙ୍ଗର ଫୁଲପ୍ୟାଣ୍ଠ ଓ ଧଳାଛିଟ ସାର୍ଟ ପିନ୍ଦିଛି । ଶବ ଜବତ କରି ବ୍ୟବଛେଦ ନିମନ୍ତେ ପୁରୀ ମେଡିକାଲକୁ ପଠାଯାଇଛି । ସେଠାରେ ଶବ ଚିହ୍ନଟ ପାଇଁ ସଂରକ୍ଷିତ ଗୃହରେ ରଖାଯାଇଛି । ଯଦି କୌଣସି ବ୍ୟକ୍ତି ଶବ ଚିହ୍ନଟ କରି ପାରିବେ ତୁରନ୍ତ ପୁରୀ ରେଳୱେ ଥାନା କିମ୍ବା ସାକ୍ଷୀଗୋପାଳ ରେଳୱେ ଫାଣ୍ଡିରେ ଜଣାଇବାକୁ ଫାଣି ଅଧିକାରି ରମେଶ ଦାଶ ଜଣାଇଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,, ୬/୯/୨୦୨୨--୮.୪୫