Breaking News

ନୀଳ ଆକାଶ ସ୍ୱଚ୍ଛ ବାୟୁ ଦିବସ ପାଳିତ


ଡେଲାଙ୍ଗ :ନୀଳ ଆକାଶ ତଳେ ସ୍ୱଚ୍ଛ ବାୟୁ ପାଇଁ ଯଥେଷ୍ଟ ଚାରା ରୋପଣ ର ଆବଶ୍ୟକତା ହୋଇପଡିଛି।  ପରିବେଶବନ୍ଧୁ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ  ସେପ୍ଟେମ୍ବର ସାତ ତାରିଖ ଅନ୍ତର୍ଜାତୀୟ ନୀଳ ଆକାଶ ସ୍ୱଚ୍ଛ  ବାୟୁ ଦିବସ ରେ ମତ ରଖିଛନ୍ତି । ସୁସ୍ଥ ରହିବା ପାଇଁ ଉତ୍ତମ ତଥା ସ୍ୱଚ୍ଛ ବାୟୁ ଦରକାର । ନଚେତ  ବିଭିନ୍ନ ରୋଗର ସମ୍ମୁଖୀନ ହେବା । ବାୟୁ ପ୍ରଦୂଷଣ ହେଲେ ସ୍ନାୟୁଗତ ଦୁର୍ବଳତା, ଆଜମା, ହୃଦରୋଗ, କର୍କଟ ଆଦି ରୋଗ ରେ ପୀଡିତ ହେବାକୁ ପଡିବ । ଏଥିପ୍ରତି ସଚେତନ ହୋଇ ଜନସାଧାରଣ ବ୍ୟାପକ ବୃକ୍ଷ ରୋପଣ କରି ବାୟୁ ପ୍ରଦୂଷଣ କୁ ନିୟନ୍ତ୍ରଣ ରେ ରଖି ସୁସ୍ଥ ପରିବେଶରେ ସହାଭାଗିତା ହେବା ପାଇଁ ଶ୍ରୀ ପାଢ଼ୀ ନିବେଦନ କରିଛନ୍ତି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୯/୨୦୨୨----୮,୪୦ Sakhigopal News,8/9/2022

Blog Archive

Popular Posts