Breaking News

ସାକ୍ଷୀଗୋପିନାଥ ଦେବଙ୍କ ଚନ୍ଦନ ବିମାନ ସ୍ଥଳ ଏବେ କାର ପାକିଂସ୍ଥଳ



ସାକ୍ଷୀଗୋପାଳ----- ସାକ୍ଷୀଗୋପିନାଥ ଦେବ ଚନ୍ଦଯାତ୍ର ସମୟରେ ଚନ୍ଦନ ପୋଖରୀକୁ ବିମାନରେ ଆସିଥାନ୍ତି । ବିମାନକୁ  ସୁରକ୍ଷିତ ରଖିବା ପାଇଁ ସାକ୍ଷୀଗୋପାଳ ମନ୍ଦିର ପକ୍ଷରୁ ଚନ୍ଦନ ପୋଖରୀ ନିକଟରେ ଏକ ମଣ୍ଡପ ନିର୍ମାଣ କରାଯାଇଛି । ଚନ୍ଦନଯାତ୍ରା ସରିବା ପରେ ମଣ୍ଡପ ଖାଲି ପଡିଥାଏ । ଏବେ ସେହି ମଣ୍ଡପରେ ଏକ କାର ଥୁଆ ହୋଇ ରାତିଦିନ ରହିଛି । ଯାହାକି ଲୋକମାନେ କହନ୍ତି ମନ୍ଦିର ପ୍ରଶାସନ ମଣ୍ଡପକୁ ଭଡା ସୁତ୍ରରେ ଦେଇଛନ୍ତି । ନଚେତ ସମସ୍ତେ ଦେଖି କାହିଁକି ଚୁପ ହୋଇ ରହିଛନ୍ତି ତାହା ଜଣାପଡୁନାହିଁ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୯/୨୦୨୨---୫,୪୦  Sakhigopal News , 6/9/2022

Blog Archive

Popular Posts