Breaking News

ନାଳନ୍ଦା ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ବେଗୁନିଆ---ବେଗୁନିଆସ୍ଥିତ  ନାଳନ୍ଦା ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ  ଅନୁଷ୍ଠିତ ହୋଇଯାଇଛି । ରାଜ  କିଶୋର ପାଣିଗ୍ରାହୀ ମୁଖ୍ୟ ଅତିଥି,ଗଣେଶ୍ୱର ସ୍ୱାଇଁ ମୁଖ୍ୟବକ୍ତା, ଲଛମନ ପରିଡା,ବଂଶୀଧର ମହାନ୍ତି,ବିଭୂତି ଭୁଷଣ ରାୟ,ଶାନ୍ତିଲତା ଲତା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତିଷ୍ଠାତା ସମ୍ପାଦକ ଅଜୟ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ସଭାରେ ଅଧ୍ୟକ୍ଷ ରାଜେଶ କୁମାର ସାହୁ ବାର୍ଷିକବିବରଣୀ ପାଠ କରିଥିଲେ ।ସର୍ବଶେଷରେ ଶଚ୍ଚିଦାନନ୍ଦ ପ୍ରଧାନ ଧନ୍ୟବାଦ କରିଥିଲେ । ପରେ ଭଜନସନ୍ଧ୍ୟା ଅନୁଷ୍ଠିତ ହୋଇ ବିଭୁତି ଭୂଷଣ ରାୟ ଓ ବଂଶୀଧର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

Blog Archive

Popular Posts