Breaking News

ସାତ ବର୍ଷ ପରେ ଅଭିଯୁକ୍ତ ଗିରଫ

ଓଡ଼ଗାଁ----- ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡ଼ଝୋଲା ବେରୁଆଁବାରିର ସୁଶାନ୍ତ କୁମାର ନାୟକ (୨୮)ଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ ପୂର୍ବରୁ ଅର୍ଥାତ ୨୦୧୩ ମସିହାରେ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥାଇ ସୁଶାନ୍ତ ପୋଲିସ ଆଖିରେ ଧୁଳି ଦେଇ ବୁଲୁଥିଲା ।  ବିଶେଷ ସୂତ୍ରରୁ ଖବର ପାଇ ଓଡ଼ଗାଁର ଥାନା ଅଧିକାରୀ ବଂଶୀଧର ବିଶ୍ୱାଳ ଓ ଏଏସଆଇ ଯୁଗଳ କିଶୋର ନାୟକ ସଦଳବଳେ ସୁଶାନ୍ତର ନିଜ ଗାଁ ବେରୁଆଁବାରି ଉପର ସାହିରୁ  ଗିରଫ କରିବାରେ ପୋଲିସ ସଫଳ ହୋଇଛି  । ଓଡ଼ଗାଁ ରୁ ଅର୍ଜୁନ ସାହୁ

Blog Archive

Popular Posts