ବିଜେଡି ରାଜ୍ୟ କାର୍ଯ୍ୟକାରିଣୀକୁ ମହାରଥୀ ମନୋନୀତ
ଡେଲାଙ୍ଗ ---- ବିଜେଡି ଦଳର ସଭାପତି ଭାବେ ଅଷ୍ଟିମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ କମିଟିକୁ ଡେଲାଙ୍ଗ- ପିପିଲିର ବିଧାୟକ ପ୍ରଦୀପ ମହାରଥୀଙ୍କ ନାମ ପ୍ରକାଶ ପାଇଛି । ଏହି ତାଲିକା ପ୍ରକାଶ ପାଇବା ପରେ ମହାରଥୀଙ୍କ କର୍ମୀ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି