Breaking News

ଗ୍ୟାସ ଚୁଲାରୁ ନିଆଁ ଲାଗି ମହିଳା ପୋଡ଼ିଗଲେ

 କୁମାର ----- ନୟାଗଡ଼ ଜିଲ୍ଲାର ଗିରିଡିପଲ୍ଲୀ ଗ୍ରା.ପ,ର ବାଲି ସାହିର ସୁମିତ୍ରା ବେହେରା( ୨୧) ଜନୈକ ମହିଳା ସ୍ୱାମୀ ସୁବ୍ରତ ବେହେରା (୨୬)  । ସକାଳ ୯ଟା୩୦ ମିନିଟ ସମୟରେ ଘରେ କେହି ନଥିବା ବେଳେ ଗ୍ୟାସ ରେ ରୋଷେଇ କରୁଥିଲେ ।  ନିଜର ଅସାବଧାନତା ଯୋଗୁଁ ଗ୍ୟାସ ଚୁଲିରୁ ନିଆଁ ଶାଢୀରେ ଲାଗିଯାଇଥିଲା । ତାଙ୍କ ପାଟି ଶୁଣି ସାହି ପଡିଶା ଲୋକମାନେ ନିଆଁ ଲିଭାଇବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଯାହା ଫଳରେ ମହିଳା ଜଣକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତୀ ଯାଇଛନ୍ତି । ପରେ ପରେ ତାଙ୍କୁ ସ୍ଥାନୀୟ କୁରାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ସେଠାରେ ଅବସ୍ଥା ଗୁରୁତର ହେବାରୁ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ହସ୍ତାନ୍ତର କରାଯାଇଥିଲା । ବର୍ତମାନ ସୂଚନା ଅନୁଯାୟୀ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ପିଡୀତାଙ୍କ ଶଶୁର ସନ୍ୟାସୀ ବେହେରା (୫୬)ସୂଚନା ଦେଇଛନ୍ତି ।
କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts