Breaking News

ଫୁଲବାଣୀରେ ଅଦିନିଆ ବାତ୍ୟାର ତାଣ୍ଡବ ; ଗଛ, ବିଦ୍ୟୁତ ଖୁଣ୍ଠ, ଘର ଭାଙ୍ଗିଲା


କନ୍ଧମାଳ---- କନ୍ଧମାଳରେ ସକାଳୁ ସକାଳୁ ଘଡ ଘଡି ସହିତ  ବର୍ଷା ହୋଇଥିଲା । ଏପରିକି ଲୋକମାନେ ଘରୁ ବାହାରିବା କଷ୍ଠକର ହୋଇପଡିଥିଲା । ସେହିପିର ଫୁଲବାଣୀରେ ବର୍ଷା ସାଙ୍ଗକୁ ପବନ କିଛି ସମୟ ପାଇଁ ବୋହିଥିଲା । ଏଥିରେ ବିଦ୍ୟୁତ ଖୁଣ୍ଠ,ବଡବଡ ଗଛ, ଘର ସବୁ ଭାଙ୍ଗି ଦେଇଥିଲା । ଏପରିକି କିଛି କାର ବସ ଉପରେ ଗଛ ଭାଙ୍ଗି ପଡି ଯାଇଥିଲା । କିଛି ଲୋକମାନେ ଆହତ ହୋଇଥିବା ଜଣାପଡିଛି । ପବନ ବୋହିବା କମିବା ପରେ ପୋଲିସ  ଓ ଅଗ୍ନିଶମ ବିଭାଗ ପକ୍ଷରୁ ଭାଙ୍ଗି ପଡିଥିବା ଗଛ ଓ ବିଦ୍ୟୁତ ଖୁଣ୍ଠ ରାସ୍ତା ଉପରୁ କାଡିବା ପାଇଁ ଉଦ୍ଦ୍ୟମ ଜାରି ରହିଥିବା ଜଣାପଡିଛି ।
 କନ୍ଧମାଳରୁ ମନୋଜ କୁମାର ପଣ୍ଡା 

Blog Archive

Popular Posts