ଜିଲ୍ଲାନାସି ସରପଞ୍ଚଙ୍କ ଦ୍ୱାରା ଶ୍ରବଣ ଯନ୍ତ୍ର ବଣ୍ଟନ ମେଳା
କୁଜଙ୍ଗ---- କୁଜଙ୍ଗ ବ୍ଲକ ଅର୍ନ୍ତଗତ ଜିଲ୍ଲାନାସି ପଞ୍ଚାୟତାରେ ସରପଞ୍ଚ ପ୍ରମୋଦ ସ୍ୱାଇଁଙ୍କ ଦ୍ୱାରା ଅନେକ ବଧିର ମାନଙ୍କୁୂ ଶ୍ରବଣ ଯନ୍ତ୍ର ବଣ୍ଟନ କରାଯାଇଛି । ସରପଞ୍ଚଙ୍କ ବଳିଷ୍ଠ ପ୍ରଚେଷ୍ଠା ଯୋଗୁ ତୈଳ ବିଶ୍ୱଧନାଗାର ପକ୍ଷରୁ ପ୍ରଦତ ଏହି ବଧିର ଯନ୍ତ୍ର ମଳିଥିଲା । ସରପଞ୍ଚ ପଞ୍ଚାୟତର ଦୀନହୀନ ଗରିବ ଶ୍ରେଣୀର ବଧିର ମାନଙ୍କୁ ମାଗଣାରେ ଏଭଳି ଶ୍ରବଣ ଯନ୍ତ୍ର ବଣ୍ଟନ କରିବା ଯୋଗୁ ଗ୍ରାମରେ ଖୁସିର ଲହରି ପ୍ରକାଶ ପାଇଛି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର