Breaking News

ମନ୍ତ୍ରୀ ଅରୁଣ ସାହୁ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀକୁ ମନୋନୀତ


କୁରାଳ ---- ମନ୍ତ୍ରୀ ଅରୁଣ ସାହୁ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀକୁ ମନୋନୀତ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସଭାପତି ଭାବେ ବୁଧବାର ଅଷ୍ଟମ ଥର ପାଇଁ ନିର୍ବାଚିତ ହୋଇଛନ୍ତି .ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ କମିଟିକୁ ମଧ୍ୟ ୮୦ଜଣ ମନୋନୀତ ହୋଇଛନ୍ତି । ସେଥି ମଧ୍ୟରେ ନୟାଗଡ ବିଧାୟକ ତଥା କୃଷି କୃଷକ ସଶକ୍ତିକରଣ ମତ୍ସ୍ୟ ,ପଶୁ ପାଳନ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଅନ୍ୟତମ ।ଏହି ଖବର ଘୋଷଣା ହେବା ପରେ ଦଳୀୟ ସମର୍ଥକ ମାନେ ଖୁସିବ୍ୟକ୍ତ କରିଛନ୍ତି ।  କୁୁୁୁୁୁରାଳରୁ ଅର୍ଜ୍ଜୁନ ସାହୁୁୁ

Blog Archive

Popular Posts