Breaking News

ହରି ଜେନାଙ୍କ ଶୋକସଭାରେ ଯୋଗ ଦେଲେ ବିଧାୟକ


ପିପିଲି----  ପାଣିଦୋଳ ପଞ୍ଚାୟତର ଜେନା ସାହି ଗ୍ରାମର ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ ହରି ଜେନା ହୃଦ ଘାତରେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ବିୟୋଗରେ ପିପିଲି ଡେଲାଙ୍ଗ ର ପ୍ରିୟ ବିଧାୟକ ପ୍ରଦୀପ ମହାରଥୀ   ପହଞ୍ଚି ତାଙ୍କ ଆତ୍ମା ର ସଦଗତି କାମନା କରିଛନ୍ତି । 

ପିପିଲି ରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts