Breaking News

ଡେଲାଙ୍ଗରେ ପ୍ରିମିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୁତୀୟ ଦିବସ; ଗତେଶ୍ୱର ଦଳ ବିଜୟୀ

ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମ ପଞ୍ଚାୟତର ଗୁଡୁପାଇଲୋ ଗ୍ରାମ ପଡିଆରେ  ଗୁଡୁପାଇଲୋ କ୍ରିକେଟ କ୍ଳବ ଟୁର୍ଣ୍ଣମେଣ୍ଟ  ପକ୍ଷରୁ୨ୟ ବାର୍ଷିକ ପ୍ରିମିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ତ୍ୱତୀୟ ଦିବସ । ଡି. କେ. ଷ୍ଟାଇକରସ ଓ ଗତେଶ୍ୱର ବାଷ୍ଟରସ ( ପ୍ରଭାତ କ୍ଳବ ) କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚ ଜିତି  ଡି.କେ. ଷ୍ଟାଇକରସ୍  କ୍ରିକେଟ ଦଳ ବ୍ୟାଟିଂ କରି ୧୨ ଓଭରରେ ୯ ଉଇକେଟ ହରାଇ ୫୨ ରନ କରିଥିଲେ । ଜବାବରେ ଗତେଶ୍ୱର ବାଷ୍ଟରସ ( ପ୍ରଭାତ କ୍ଳବ )  କ୍ରିକେଟ ଦଳ ୪ ଓଭର ୧ଟି ବଲରେ କୌଣସି ଉଇକେଟ  ନ ହରାଇ ୫୫ ରନ କରି ବିଜୟି ହୋଇଥିଲେ ।  ବିରେନ୍ଦ୍ର କଅଁର ଓ ରଶ୍ମିରଞ୍ଜନ ବେହେରା ମ୍ୟାଚ ପରିଚାଳନା କରିଥିଲେ ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts