ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ସଂରକ୍ଷଣକୁ ନେଇ କୋଣାର୍କରେ ୨୮ ଓ ୨୯ରେ ଜାତୀୟ ସ୍ତରୀୟ ବୈଠକ
କୋଣାର୍କ ----ଭାରତୀୟ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ପକ୍ଷରୁ କୋଣାର୍କ ସ୍ଥିତ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ୨୮ ଓ ୨୯ ତାରିଖରେ ଦୁଇଦନ ବ୍ୟାପି ଜାତୀୟ ସ୍ଥରୀୟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ କାର୍ଯ୍ୟ ଆଗକୁ କିପରି ତ୍ୱରାନିତ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯିବ । ଏଥିରେ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ, ସୂର୍ଯ୍ୟମନ୍ଦିର ବୈଷୟିକ ବିଶେଷଜ୍ଞ କମିଟି, ଟେକନିକାଲ ଏକ୍ସପର୍ଟ କମିଟି, ସିବିଆରଆଇ, ରୁରକିର, ଇଣ୍ଟେକ ଓ ଏଏସଆଇର ବରିଷ୍ଠ ଅଧିକାରୀମାନେ ଯେଗଦେଇ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜଣାପଡିଛି ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ