Breaking News

ସାକ୍ଷୀଗୋପିନାଥଙ୍କର ଘୋଡଲାଗି ବେଶ ଆରମ୍ଭ

ସାକ୍ଷୀଗୋପାଳ----- ସାକ୍ଷୀଗୋପିନାଥ ଦେବଙ୍କୁ ଆଜି ଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଲାଗିହେଲା ଘୋଡଲାଗି ବେଶ  । ମଣିଷଙ୍କୁ ଯେପରି ଓଡଣୀ ଷ୍ଠଠୀ ଠାରୁ ଶୀତ ଆରମ୍ଭ ହୋଇଥାଏ  । ସେହିପରି ପ୍ରଭୁ ସାକ୍ଷୀଗୋପିନାଥଙ୍କୁ ଶୀତ ହୋଇଛି  । ଆଜି ଦ୍ୱିପହର ଧୂପରେ ଉପଚାର ପରେ ସ୍ୱତନ୍ତ୍ର ନୀତି କରାଯାଇ ଘୋଡଲାଗି ଅର୍ଥାତ ନୂତନ ଶୀତ ବସ୍ତ୍ର ପରିଧାନ କରିଥାନ୍ତି ।  ମା ଶ୍ରୀ ରାଧା ଓ ପ୍ରଭୁ ସାକ୍ଷୀଗୋପିନାଥ ସମ୍ପୂର୍ଣ୍ଣ ବସ୍ତ୍ରରେ ଆଛାଦିତ ହୋଇଥାନ୍ତି  । କେବଳ ଭକ୍ତ ମାନେ ପ୍ରଭୁଙ୍କ ମୁଖ ମଣ୍ଡଳ ଦର୍ଶନ କରିବାର ସୁଯୋଗ ମିଳିଥାଏ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts