Breaking News

ରାଜ୍ୟସ୍ତରୀୟ ପଶା ଖେଳ ପ୍ରତଯୋଗିତା

 ସାକ୍ଷୀଗୋପାଳ----  ସାକ୍ଷୀଗୋପାଳ ସିଂହଦ୍ଵାର ନିକଟରେ  ଦୁଇ ଦିନିଆ ରାଜ୍ୟସ୍ତରୀୟ ପଶା ଖେଳ ପ୍ରତଯୋଗିତା ଅନୁଷ୍ଠିତ ହୋଇଛି । ସାକ୍ଷୀଗୋପାଳ ସେବାୟତ ସଂଘ ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାର ୩୨ ପ୍ରତିଯୋଗୀ ଦଳ ଭାଗନେଇଛନ୍ତି ।  ସନ୍ଧ୍ୟାରେ ବିଜେତା ଦଳକୁ ଚମ୍ପିୟାନ ଟ୍ରଫି ପ୍ରଦାନ କରାଯିବାକୁ ନେଇ ସୂଚନା ଦେଇଛନ୍ତି ସେବାୟତ ସଂଘ ର ସଦସ୍ୟ ଶ୍ୟାମସୁନ୍ଦର ମହାପାତ୍ର। ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts