ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ମୋ ଘର ଯୋଜନା ସମ୍ପର୍କୀୟ ବୈଠକ
କନ୍ଧମାଳ--- କନ୍ଧମାଳ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ମୋ ଘର ଯୋଜନାର କାର୍ଯ୍ୟକାରିତା କୁ ନେଇ ବୌଠକ ଅନୁଷ୍ଟିତ ହୋଇଯାଇଛି I ଏହି କର୍ମଶାଳା ରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ବିଭିନ୍ନ ପଦାଧିକାରୀ ଭାଗନେବା ସହ କନ୍ଧମାଳ ଜିଲ୍ଲା DeGM ରିତାଶ୍ରୀ ବାରିକ ଉପସ୍ଥିତ ଥିଲେ I" ମୋ ଘର" ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଏବଂ ପ୍ରତି ପଞ୍ଚାୟତ ରେ ଥିବା ମୋ ସେବା କେନ୍ଦ୍ର VLE ମାନଙ୍କୁ ଏହି ବିଷୟରେ ଟ୍ରେନିଙ୍ଗ ନେବା ପାଇଁ କହିଛନ୍ତି I ଜିଲ୍ଲା ର ପ୍ରତି ବ୍ଲକ ଅଫିସ ରେ ଏହି ଯୋଜନା ବିଷୟରେ ଟ୍ରେନିଙ୍ଗ ନେବାର ବ୍ୟବସ୍ଥା କରାଯାଇଛି ବୋଲି ନିର୍ଦ୍ଦେଶ ଦେଇଥିଲେ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୫/୬/୨୦୨୩----୮,୪୫ Sakhigopal News,5/6/2023