Breaking News

ଜାତୀୟ ସୁନ୍ଦରୀ ପ୍ରତିଯୋଗିତା ଜିତିଲେ ଓଡ଼ିଆ ଝିଅ




  ଭୁବନେଶ୍ୱର ------ ଜାତୀୟ ସୁନ୍ଦରୀ ପ୍ରତିଯୋଗିତା ‘ଆଇଏଡବ୍ଲ୍ୟୁଏ ସୁପର ମଡେଲ-୨୦୨୦’ରେ ଟାଇଟଲ୍‌ ବିଜୟିନୀ ହୋଇଛନ୍ତି ଓଡ଼ିଆ ଝିଅ ଦିପ୍ତୀ ଜ୍ୟୋତି ପଟ୍ଟନାୟକ । ବିଭିନ୍ନ ରାଜ୍ୟରୁ ଆସିଥିବା ୩୦ ପ୍ରତିଯୋଗୀଙ୍କ ମଧ୍ୟରେ ଭୋଟିଂ ପ୍ରକ୍ରିୟାରେ ସର୍ବାଧିକ ସମର୍ଥନ ପାଇ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି ଦୀପ୍ତି ।  

ଧୀରେନ୍ଦ୍ର ସେନାପତି

Blog Archive

Popular Posts