୬ ବର୍ଷରୁ ଅଧିକ ସମୟ ଥିଲେ କିରାଣିଙ୍କୁବଦଳି
ଭୁବନେଶ୍ୱର---- ବିଇଓ, ଡିଇଓ ଅଫିସରେ ଥିବା କିରାଣିଙ୍କୁ ବଦଳି କରାଯିବ। ୬ ବର୍ଷରୁ ଅଧିକ ସମୟ ଗୋଟିଏ କାର୍ଯ୍ୟାଳୟରେ ଥିଲେ ଚାଙ୍କୁ ଅନ୍ୟତ୍ର ବଦଳି କରାଯିବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ କେତେକ କିରାଣୀ ଏବେ ଘୋଡ଼ା ବେପାର କରିବାକୁ ଆଗେଇ ଆସିଛନ୍ତି।
ଧୀରେନ୍ଦ୍ର ସେନାପତି