Breaking News

ମାଓବାଦୀ ମାନେ ପୋଲିସ ଇନିଫରମର ସନ୍ଦେହ କରି ଜଣଙ୍କୁ ହତ୍ୟା କଲେ


M panda
Kandhamala
ବାଲିଗୁଡ଼ା- ----କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ଗ୍ରାମ ର ବୁଡ୍ରା ମାହଙ୍କୁ ପୋଲିସ ଇନଫରମର ବୋଲି ସନ୍ଦେହରେ ମାଓବାଦୀମାନେ ଜଣଙ୍କୁ ହତ୍ୟା କରିଛନ୍ତି । ଘରୁ ଡାକି ଆଣି ୧୦ ରୁ ୧୫  ମାଓବାଦୀ ଘରୁ  ଘୋଷଡି ଘୋଷାଡି ନେଇ ଗାଁ ସ୍କୁଲ ନିକଟରେ ଗୁଳି କରି ହତ୍ୟା କରିଥିବା ଜଣାପଡିଛି । କିଛି ଦିନ ରହିବା ପରେ ପୁଣି କନ୍ଧମାଳ ରେ ମାଓବାଦୀ ମାନେ ବର୍ବାରତ ଦେଖେଇଛନ୍ତି ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

Blog Archive

Popular Posts