Breaking News

ସାରଙ୍ଗଡ ପୋଲିସକୁ ପୁଣି ମିଳିଛି ବଡ ସଫଳତା ; ୨୦ କୋଟି ଟଙ୍କାର ଗଞ୍ଜେଇ ପୋଡିଲେ


 କନ୍ଧମାଳ --- କନ୍ଧମାଳ ଜିଲ୍ଲାର  ସାରଙ୍ଗଡ ଥାନା ଓ ଅବକାରୀ  ବିଭାଗର ମିଳିତ ଚଡାଉ କରି ସାନିପଦା ଗ୍ରାମ ପଞ୍ଚାୟତର ଡୁଙ୍ଗିଆ ଓ ବିକାଙ୍ଗିଆ ଅଞ୍ଚଳରେ ୨୨୦ ଏକରରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଯାହାରକି ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କାର ହେବ ବୋଲି  ଥାନା ଆଇଆଇସି ଶ୍ରୀନିବାସ ସାମଲ ସୁଚନା ଦେଇଛନ୍ତି ।
କନ୍ଧମାଳରୁ ମନୋଜ କୁମାର ପଣ୍ଣା 

Blog Archive

Popular Posts