Breaking News

ଭାରତ ଓ ନେପାଳ ମୌତିଯାତ୍ରା ପାଇଁ ସେବାୟତ ଗସ୍ତ

 ସାକ୍ଷୀଗୋପାଳ --- ଭାରତ ଓ ନେପାଳ ଦେଶ ମଧ୍ୟରେ ମୌତିଯାତ୍ରା ପାଇଁ ପୁରୀ ଶ୍ରୀଜଗନ୍ନାଥଙ୍କ ସେବାୟତ ସ ସାକ୍ଷୀଗୋପାଳ ମନ୍ଦିରର ସେବାୟତ ମାନେ ପୁରୀ ସିଂହଦ୍ୱାର ଠାରୁ ନେପାଳ ଗସ୍ତ କରିଛନ୍ତି । ସେମାନେ ନେପାଳ ପଶୁପତି ନାଥ ମନ୍ଦିରରେ ନୂତନ ଜଗନ୍ନାଥଙ୍କ ଚତୁଦ୍ଧାମୂତ୍ତି ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସତ୍ୟବାଦୀ ମନ୍ଦିର ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ କୌଳାସ ମିଶ୍ର, ମନ୍ଦିର ସୁପରଭାଇଜର ତଥା ପୂଜାପଣ୍ଡା ବିଶ୍ୱନାଥ ମହାପାତ୍ର, ଶିବ ସୁନ୍ଦର ମହାପାତ୍ର, ଅଭିଷେକ ମହାପାତ୍ର ଓ ସିଂହାରୀ  ରାମଚନ୍ଦ୍ର ମହପାତ୍ର ଏହି ଯାତ୍ରାରେ ସାମିଲ ହୋଇଥିବାର ଜଣାପଡିଛି  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts