Breaking News

ପୋଲିସ ମାନେ ଡ୍ୟୁଟି ଛାଡି କଥା ବାର୍ତ୍ତାରେ ମଜି ରହିଛନ୍ତି

ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ପବିତ୍ର ଅଁଳାନବମୀ ଯାତ୍ରାରେ କାର୍ଯ୍ୟରତ ପୋଲିସ କର୍ମଚାରୀ ମାନେ ଦଳ ଦଳ ହୋଇ ଛାଇ ଯ।।ଗରେ ଆରାମରେ ସମୟ ଅତି ବାହିତ କରୁଛନ୍ତି । ସେମାନେ ନିଜର କର୍ତ୍ତବ୍ୟ ଭୁଲି ଯାଇଛନ୍ତି । ଯାହାକି ଯାତ୍ରାରେ ଭଗବାନଙ୍କ କୃପାରୁ କୌଣସି ଅଘଟଣ ଘଟି ନାହିଁ  । ନଚେତ ଏମାନେ ଯେଉଁପରି ଡ୍ୟୁଟି ଛାଡି ମଜା ଉଠାଉଛନ୍ତି ସେମାନଙ୍କୁ କହିବ କିଏସେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
 D Senapati
Sakhigopal 

Blog Archive

Popular Posts