Breaking News

ବଳଙ୍ଗା ଭାରତୀ ପାଟଣା ଗ୍ରାମରେ ଡ଼କାୟତି

ପୁରୀ------ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା  ଭାରତୀ ପାଟଣା ଗ୍ରାମରେ ଡ଼କାୟତି ।  ଗତକାଲି ବିଳମ୍ବିତ ରାତିରେ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସେନାପତି ଙ୍କ ଘରୁ ଡ଼କାୟତ ମାନେ ,୍ ଘରେ ପଶି ବେକରେ ଭୁଜାଲି ଲଗାଇ ନଗଦ ତିନି ଲକ୍ଷ ଟଙ୍କା ସହିତ ଲକ୍ଷାଧିକ ଟଙ୍କା ସୁନା ରୁପା ଅଳଂକାର ଲୁଟ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ପରେ  ଘଟଣା ସ୍ଥଳରେ ବଳଙ୍ଗା ପୋଲିସ ଓ ପୁରୀ ଏସପି  ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । 

J Sehti
puri
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts