Breaking News

କାଳିଆ’ ଅଯୋଗ୍ୟ ଚିହ୍ନଟ ତାଲିକାରେ କଳାହାଣ୍ଡି ପ୍ରଥମ

 ଭୁବନେଶ୍ୱର--- କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ‘କାଳିଆ’ ଅଯୋଗ୍ୟ ଚିହ୍ନଟ କରାଯାଇଛି ।‘କାଳିଆ’ ପ୍ରଥମ କିସ୍ତି ପାଇଛନ୍ତି ମୋଟ ୫୧ ଲକ୍ଷ ୫୨୯୦ ହିତାଧିକାରୀ। ସେମାନଙ୍କ ମଧ୍ୟରୁ ୪୫, ୯୬୫ ହିତାଧିକାରୀ ଅଯୋଗ୍ୟ ବୋଲି ଜଣାପଡିଛି । କଳାହାଣ୍ଡିରେ ସର୍ବାଧିକ ହୋଇଥିବା ବେଳେ ଦେବଗଡ଼ରେ ସର୍ବନିମ୍ନ ଅଯୋଗ୍ୟ ଚିହ୍ନଟ ହୋଇଥିବା ଜଣାପଡିଛି ।
 ଧୀରେନ୍ଦ୍ର ସେନାପତି

Blog Archive

Popular Posts