Breaking News

ରେଡକ୍ରସ ଅନୁଷ୍ଠାନ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସାହାର୍ଯ୍ୟ

 ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମ ପଞ୍ଚାୟତର ମାଛପଡା ଗ୍ରାମରେ ଭୟାବହ  ଅଗ୍ନିକାଣ୍ଡ ଘଟି ପ୍ରାୟ ୨୦ ଟି ପରିବାର କ୍ଷତିଗସ୍ତ ହୋଇଥିଲେ  । ଶନିବାର ଦିନ ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ରାଜ୍ୟ କୋଷାଧ୍ୟକ୍ଷ ସୁ ଗୁଣାଙ୍କ ତତ୍ୱାଧଧାନରେ ଜୁନିୟର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁଙ୍କ ସହଯୋଗରେ ଅଗ୍ନିବିପନ୍ନ ପରିବାରଙ୍କୁ ରିଲିଫ ସାମ୍ରଗୀ ବଣ୍ଟନ କରାଯାଇଥିଲା  । ସ୍ଥାନୀୟ ତହସିଲଦାର ରାଜେନ୍ଦ୍ର ଆଚାରୀଆ ଉପସ୍ଥିତ ରହିଥିଲେ  । ରେଡକ୍ରସର ଏହି କାର୍ଯ୍ୟକ୍ରମକୁ ତହସିଲଦାରଙ୍କ ସହିତ ମାଛପଡା ଗ୍ରାମବାସୀ ସ୍ୱାଗତ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts