Breaking News

ମନ୍ଦିର ପାଖରେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ମଟର ସାଇକେଲ ଷ୍ଟାଣ୍ଡ


D senapati
Sakhigopal
ସାକ୍ଷୀଗୋପାଳ--- ସାକ୍ଷୀଗୋପିନାଥ ଦେବଙ୍କ ପବିତ୍ର ଅଁଳାନବମୀ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା  । ଏଥିରେ ଜିଲ୍ଲା ଅଧିକାରୀ ମାନେ କହିଥିଲେ ଯେ କୈଣସି ଗାଡି ଲେବୁଲ କ୍ରଂସି ଠାରୁ ଏପଟକୁ ଛଡାଯିବ ନାହିଁ  । ମାତ୍ର ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ପ୍ରଶାସନ ୨କ୍ଷରୁ ଏକ ଅସ୍ଥାୟୀ ମଠର ସାଇକେଲ ଷ୍ଟାଣ୍ଡ କରାଯାଇଛି । ଯାହାକି ଭକ୍ତ ମାନଙ୍କ ଯିବା ଆସିବା କରିବା ପାଇଁ କଷ୍ଟକର ହୋଇପଡୁଛି ବୋଲି ଜନସାଧାରଣ କହିଛନ୍ତି । ଏପରିକି ଦେଖିଲା ବେଳକୁ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଅସ୍ଥାୟୀ ଷ୍ଟାଣ୍ଡ କରାଯାଇଛି । ସମସ୍ତ ଅଧିକାରୀ ମାନେ ଏହା ଦେଖି ମଧ୍ୟ ଚୁପ ହୋଇ ଠିଆ ହୋଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts