Breaking News

ସାକ୍ଷୀଗୋପାଳରେ ଏ ବର୍ଷର ପ୍ରଥମ କୁହୁଡି

 ସାକ୍ଷୀଗୋପାଳ --- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକରେ ସୋମବାର ଏ ବର୍ଷର ପ୍ରଥମ ଘନ କୁହୁଡି ହୋଇଥିବା ଲୋକମାନେ କହନ୍ତି । ଏପରିକି ପୁରୀ- ଭୁବନେଶ୍ୱର  ନଂ୩୧୬ ଜାତୀୟ ରାଜପଥ ଓ ସାକ୍ଷୀଗୋପାଳ ବଜାର ରାସ୍ତା, ରେଳୱ ପ୍ଳାଟଫମ ଏପରିକି ଗ୍ରାମ୍ୟ ରାସ୍ତା ଗୁଡିକରେ ଏ ବର୍ଷର ପ୍ରଥମ କୁହୁଡି ଦେଖିବାକୁ ମିଳିଥିଲା  । ପ୍ରାୟତଃ ସକାଳ ୬.୩୦ ପର୍ଯ୍ୟନ୍ତ ରହିଥିଲା  । ଖରା ପଡିବା ପରେ କୁହୁଡି କମିଥିଲା  ।  କିଛି ସମୟ ପାଇଁ ରାସ୍ତା ଘାଟ ସଠିକ ନ ଦିଶିବାରୁ ଗାଡି ମଟର ଗୁଡିକ ଅନେକ ଯାଗାରେ ରାସ୍ତା କରରେ ଠିଆ ହୋଇଥିଲେ  । କେତକ ଗାଡି ଉଚ୍ଚ ସମ୍ପନ୍ନ ଅ।।ଲୋକ ଲଗାଇ ଗାଡି ମନ୍ଥର ଗତିରେ ଯାଉଥିବାର ଦେଖାଯାଇଥିଲା  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
 D Senapati
Sakhigopal 

Blog Archive

Popular Posts