Breaking News

ଅତାବିରା ବ୍ଲକ ସ୍ତ୍ରରୀୟ ସମନ୍ୱୟ ମେଳା

ଅତାବିରା---  ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ପରିସରରେ ବିଡ଼ିଓ ପ୍ରଣବ କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ରୀତା ସାହୁ ଯୋଗ ଦେଇଥିବାବେଳେ  ଉପାଧ୍ୟକ୍ଷ-ବିବେକାନନ୍ଦ ଭୁଏ ,ସିଡିପିଓ-ଅନୁରାଧା ମହାନ୍ତି,ଡବ୍ଲ୍ୟୁଏଓ-ଦୀପ୍ତିମନ୍ତ ଭୋଇ,ପିଏ-ଉମାରାଣୀ ଝାଙ୍କର,ଗୋଡ଼ଭଗା ୟୁକୋ ବ୍ୟାଙ୍କ ମ୍ୟାନେଜର ପ୍ରକାଶ ଚନ୍ଦ୍ର ସାହୁ,ଷ୍ଟାଫ-କୁମେର ବାରିକ,ଏସଡିସିସିବି ବ୍ୟାଙ୍କମ୍ୟାନେଜର-ଅତାବିରା ବୈଲୋଚନ ତରିଆ,ଷ୍ଟାଫ-ଗୋକୁଳ ଚିର୍ଗୁଣ,ଏସଡିସିସିବି ଗୋଡ଼ଭଗା ବ୍ୟାଙ୍କ ମ୍ୟାନେଜର ସୁଧୀର କୁମାର ଭୋଇ ଓ ଏସିଷ୍ଟେଣ୍ଡ ମ୍ୟାନେଜର ସେନୁରାଜ ସାହୁ,ବିପିଏମ ପ୍ରନତି ବାଗ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ମହିଳା ମାନେ କିପରି ସ୍ବାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଅବଗତ କରାଯାଇଥିଲା ।

 N Das
Baragarh 
 ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts