Breaking News

>>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • >>
  • କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ
  • >>
  • କରମଳାରେ ବନ ମହୋତ୍ସବ ପାଳିତ
  • >>
  • ଦାରୁଦେବତା ପୁସ୍ତକ ଉନ୍ମୋଚିତ;ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି -ଆଇଜି ହିମାଂଶୁ ଲାଲ କହିଲେ
  • >>
  • ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଠାରେ ରୋଟି ମେସିନ୍ ସ୍ଥାପନ
  • >>
  • ୟୁବି ହାଇସ୍କୁଲରେ ଏନ୍ ସିସି ପକ୍ଷରୁ ବନ ମହୋତ୍ସବ ପାଳିତ
  • >>
  • ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଟି ସ୍ଥାନରେ ଆକ୍ରମଣ, ଦୁଇ ଆହତ, ଦୁଇ ଗିରଫ
  • >>
  • ବାହାଡାପଦର ନୋଡାଲ ହାଇସ୍କୁଲ ଓ ରୋଟାରୀ କ୍ଳବ ତରଫରୁ ବନମହୋତ୍ସବ
  • >>
  • ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଅନୁଷ୍ଠିତ
  • >>
  • ସାକ୍ଷୀଗୋପାଳ ରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ସ୍ବାଗତ
  • ମହିଳା ମହାସଂଘ ର କର୍ମକର୍ତ୍ତା ଚୟନ


     D Senapati
    Sakhigopal 
    ସାକ୍ଷୀଗୋପାଳ ----ସତ୍ୟବାଦୀ ବ୍ଳକ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ  ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର କର୍ମକର୍ତ୍ତା ଚୟନ ହୋଇଯାଇଛି । ପଞ୍ଚାୟତର ପ୍ରାୟ ୬୫ଟି ମହିଳା ଗୋଷ୍ଠୀ ଏଥିରେ ଅଂଶ ଗ୍ରହଣ କରିଥିଲେ  ।  ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଦୁନ୍ମନ୍ତ ପ୍ରଧାନ ଓ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଯୋଗଦେଇଥିଲେ  । ବ୍ଳକ ପ୍ରକଳ୍ପ ପରିଚାଳିକା ଶାସ୍ୱତୀ ଦାଶ ଯୋଗଦେଇ ମହିଳା ସଂଗଠନର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ମାତ୍ର ଜନପ୍ରତିନିଧିଙ୍କ ଭୁଲ ନିସ୍ପତି ଯୋଗୁ ମହିଳା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା  । ମାତ୍ର ସମିତିସଭ୍ୟ ଶ୍ରୀ ମହାପାତ୍ର ଓ ବ୍ଳକ ପ୍ରକଳ୍ପ ପରିଚାଳିକା ଶ୍ରୀମତି ଦାଶଙ୍କ ହସ୍ତକ୍ଷେପ ପରେ ମହିଳା ମାନେ ଶାନ୍ତ ପଡିଥିଲେ  । ଶେଷରେ ସଭାନେତ୍ରୀ ଭାବେ ପଦ୍ମବତୀ ମହାପାତ୍ର, ସମ୍ପଦିକାପଲିପା ନାୟକ, କୋଷାଧ୍ୟକ୍ଷ ସରୋଜିନୀ ମହାପାତ୍ର , ଉପସଭାନେତ୍ରୀ ରେଣୁବାଳା ସାହୁ ଓ ଉପସମ୍ପାଦିକା କୁମୁଦୂନି ପ୍ରଧାନଙ୍କୁ ଚୟନ କରାଯାଇଥିଲା  । କାର୍ଯ୍ୟକ୍ରମକୁ ଗୋଷ୍ଠୀ ପରିଚାଳିକା ମମତା ରାଣି ଜେନା, ଉଷାରାଣି ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  । ମାତ୍ର ମଧୁବନ ଗ୍ରାମ ପଞ୍ଚାୟତରେ କେତକ କାରଣ ନେଇ ମହିଳା ମହାସଂଘର କର୍ମକର୍ତ୍ତା ଗଠନ ହୋଇପାରିନଥିବା ଜଣାପଡିଛି ।
     ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି         

    Blog Archive

    Popular Posts