ଯୁକ୍ତ ଦୁଇ ବ୍ୟାଚର ବନ୍ଧୁ ମିଳନ
ଡେଲାଙ୍ଗ----- ଡେଲାଙ୍ଗ ଯୁକ୍ତ ଦୁଇ ମହାବିଦ୍ୟାଳୟର ୨୦୧୬ ମସିହା ବ୍ୟାଚ ର ଏକ ବନ୍ଧୁ ମଳିନ ବେନୁପଡା ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀ ମାନେ ଯୋଗଦେଇ ସେହି ଦିନର ଅନୁଭୂତି ସମ୍ପର୍କରେ ଆଲେଚନା କରିଥିଲେ । ପଦ୍ମନାଭ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମାଜ ସେବା ରେ ନିଜକୁ ବତ୍ରୀ ଭାବେ ଗଡି ତୋଲିବା ପାଇଁ ଶପଥ ନେଇଥିଲେ । ସତ୍ୟଜିତ ସହି, ପରିଚୟ ପ୍ରଦାନ କରିବା ସହ ସଭାରେ ସଂଯୋଜନା କରିଥିଲେ । ରାଧା ମୋହନ ଦାସ ଓ ବୈକୁଣ୍ଠ ପ୍ରଧାନ ଓ ସୁନିଲ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି