 |
Sakhigopal |
ସାକ୍ଷୀଗୋପାଳ--- ମନ୍ଦିର ପରିସରରେ ଥିବା ଅଁଳାବୃକ୍ଷକୁ ଜଗଦ୍ରାତୀ ଭାବେ ମହିଳା, ପୁରଷ ମାନେ ପୂଜା କରୁଥିବା ଦେଖିବାକୁ ମିଳିଛି । ଏପରିକି ମହିଳା ମାନେ ସିନ୍ଦୁର, ହଳଦୀ, ଶଙ୍ଖା, ବସ୍ତ୍ର, ଦୁବ ବରକୋଳିପତ୍ର, ଅରୁଆ ଚେଉଳ, ମୁରୁଜ ପକାଇ ଦୀପ ଦେଇ ହୁଳୁହଳି ପାକଇ ବନ୍ଦାପନା କରିବା ସହ ବିଭିନ୍ନ ଭୋଗ ଲଗାଇଥିଲେ । ସେଠାରେ ସେହିପରି ଗହଳି ଚହଳି ଲାଗି ରହିଛି । କଥାରେ ଅଛି ବା କାତ୍ତିକ ପୁରାଣରେ ରହିଛି ଏ ମାସକ ଯାକ ଅଁଳାବୃକ୍ଷକୁ ପୂଜା କଲେ ବହୁ ପୁଣ୍ୟ ମିଳିଥାଏ ।
ସାକ୍ଷୀଗୋପାଳରୁ ଧରେନ୍ଦ୍ର ସେନାପତି