 |
Sakhigopal |
ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ଅଁଳାନବମୀ ଯାତ୍ରାରେ ଭିଆଇପି ପାସ ଧାରୀ ସଂଖ୍ୟା ଠାରୁ ପ୍ରଶାସନିକ ଅଧିକାରୀ ମାନଙ୍କ ପରିବାର ସଂଖ୍ୟ ଅଧିକ ହୋଇ ଯାଇଛି ବୋଲି କିଛି ସେବାୟତ ମାନେ ଅଭିଯୋଗ ଅ୍ରାଣିଛନ୍ତି । ସେମାନେ କହନ୍ତି ଆମେ ଯନି ଆମ ପରିବାର ବା ଆମ ଯଜମାନଙ୍କୁ ନେଇକି ଗଲୁ ତା ଠାରୁ ଅଧିକ ସଂଖ୍ୟାରେ ପୋଲିସ ଓ ପ୍ରଶାସନ ସେମାନଙ୍କ ଲୋକଙ୍କୁ ଏହି ଗେଟରେ ଛାଡୁଛନ୍ତି । ଦରକାର ପଡିଲେ ସେମାନେ ଆମ ମୁଣ୍ଡରେ ଅଠା ବୋଲି ଦେଉଛନ୍ତି ବୋଲି କିଚି ସେବାୟକ ମାନେ କହନ୍ତି । ଯାହାକୁ ନେଇ ପ୍ରତିବର୍ଷ ଏହି ଅଘଟଣ ଘଟି ଛାଲିଛି ।
ସାକ୍ଷୀଗୋପାଳରୁ ଧରେନ୍ଦ୍ର ସେନାପତି