କଡାକଡି ହେବାକୁ ଯାଉଛି ଓଡିଆ ନାମଫଳକ
ଭୁବନେଶ୍ୱର--- ରାଜ୍ୟରେ କଡାକଡି ହେବାକୁ ଯାଉଛି ଓଡିଆ ନାମଫଳକ । ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ଓଡିଆ ନାମଫଳକ ଉପରେ ଗୁରୁତ୍ୱ ଦିଆଯିବ । ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ୱେବ ପୋର୍ଟାଲ ଲୋକାର୍ପିତ । ସାଧାରଣ ଜନତା ଅନଲାଇନ୍ ଜରିଆରେ ଅଭିଯୋଗ କରିପାରିବେ । ଅଭିଯୋଗ ଆଧାରରେ ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡିଛି। ଧୀରେନ୍ଦ୍ର ସେନାପତି