ନିଆଁ ଲଗାଇ ପରିବେଶ ଦୂଷିତ
ବାଙ୍କୀ---- ବାଙ୍କୀ ନିର୍ବାଚନ ମଣ୍ଡଳୀ NAC ଅଧୀନରେ ଥିବା ଶ୍ମଶାନ ଘାଟ ନିକଟରେ ବର୍ଜ୍ୟବସ୍ତୁ ପ୍ରୁଥକି କରଣ କେନ୍ଦ୍ର ଥାଇ ମଧ୍ୟ ବାହାର ପଡ଼ିଆରେ ଅଳିଆ ଏକତ୍ରିତ କରାଯାଇ ନିଆଁ ଲଗାଇ ଦିଆ ଯାଉଛି । ଯାହାଦ୍ବାରା ଭୀଷଣ ମାତ୍ରାରେ ଧୂଆଁ ହେଉଛି ଏବଂ ପରିବେଶ ଦୂଷିତ ହେଉଛି । ସରକାର ପରିବେଶ ସୁରକ୍ଷା ଏବଂ ସ୍ୱଚ୍ଛତା ର ଡିଣ୍ଡିମି ପିଟୁଥିବା ବେଳେ ବାଙ୍କୀ ଏନ ଏ ସି ର ଚେୟରମେନ କିଭଳି ସ୍ବଚ୍ଛତା କୁ ପାଳନ କରୁଛନ୍ତି ତାହା ଭିଡ଼ିଓରୁ ଜଣା ପଡ଼ିବ ।
ବାଙ୍କୀ ରୁ ରମେଶ ଚନ୍ଦ୍ର ପଣ୍ଡା ଙ୍କ ସହ କଟକ ରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୩/୧୧/୨୦୨୨ ----୬,୪୦ Sakhigopal News,3/11/2022