Breaking News

ମାନବସେବା ପାଂଉଣ୍ଡେସନ ପକ୍ଷରୁ ବନ୍ଧୁମିଳନ


 ଯାଜପୁର--ଯାଜପୁର ସଂସ୍କୃତି ଭବନ ପରିସରରେ ମାନବସେବା ପାଂଉଣ୍ଡେସନ ପକ୍ଷରୁ ଏକ ବନ୍ଧୁମିଳନ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତାପସ ରଞ୍ଜନ ପରିଡ଼ାଙ୍କ ସଭାପତିତ୍ୱରେ ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ ଏବଂ ସରୋଜ କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ । ବିଗତ କରୋନା ସମୟରେ ପ୍ରତ୍ୟେକ ସଦସ୍ୟଙ୍କ ଅବଦାନକୁ ପ୍ରଶଂସା କରିଥିଲେ । ଏହି ଅବସରରେ ସମାଜସେବୀ ଟିକାୟତ ପାଲ ଏବଂ ସତ୍ୟଜିତ ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଯାଜପୁରରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ, ୨/୨/୨୦୨୧-----୫,୦୫

Blog Archive

Popular Posts