>>
  • ଜଙ୍ଗଲ ନିକଟରେ ଚାଲିଥିଲା କରତ କଳ,ଲକ୍ଷାଧିକ ମୂଲ୍ୟର ଶାଗୁଆନ୍ କାଠ ଜବତ
  • >>
  • ସତ୍ୟବାଦୀ ବ୍ଳକ ପ୍ରଶାସନ ମୁଣ୍ଡ ନୁଆଁଇଲା , ମଞ୍ଜୁର ହୋଇଥିବା ଯାଗାରେ କାମ ନ ହୋଇ ଅନ୍ୟଟି କାମ ; ବନ୍ଦ ରହିଲା କାମ
  • >>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • ରାମେଶ୍ୱର କିକ୍ରେଟ ଟୁର୍ଣ୍ଣାମେଣ୍ଟ : ଚମ୍ପିୟାନ ଓଗାଳପଡା କ୍ରିକେଟ ଦଳ



    ଡେଲାଙ୍ଗ--- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡିପୁଟମାଟିଆପଡା ପଞ୍ଚାୟତ ହାଇସ୍କୁଲ ପଡିଆ ହରିପୁର ଠାରେ ସ୍ୱାଧିନ ସେବା ସଂସ୍ଥାନ ଟ୍ରଷ୍ଟ ଆନୁକୁଲ୍ୟରେ ରାମେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ୨୦୨୧ ଅନୁଷ୍ଠିତ ହେଉଛି । ଏଥିରେ ୧୬ ଟି ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ ବରପଦା ସହିତ ଓଗାଳପଡ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହେଉଛି। ଟଚ୍ ଜିତି ଓଗାଳପଡା କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୯୯ ରନ କରିଥିଲେ । ଜବାବରେ ବରପଦା କ୍ରିକେଟ ଦଳ ୧୯ ଓଭର ୧ ବ୍ଲକରେ ସମସ୍ତ ଉଇକେଟ ହରାଇ ୮୦ରନ କରିଥିଲେ । ଏ ବର୍ଷ ର ଚମ୍ପିୟାନ ହୋଇଛନ୍ତି ଓଗାଳପଡା । ଖେଳ ପରିଚାଳନା କରିଥିଲେ ଦୀପ୍ତି ରଞ୍ଜନ ଉତ୍ପତ୍ତି ଓ ବିରଞ୍ଚି ପରିଡ଼ା । ଏହି ଅବସରରେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଦମୟନ୍ତୀ ନିଶଙ୍କ ସମ୍ମାନିତ ଅତିଥି ଭାବେ  ସ୍ୱାଧିନ ସେବା ସଂସ୍ଥାନ ଟ୍ରଷ୍ଟ ର ଅଧ୍ୟକ୍ଷ ଶଶିଶେଖର ରାୟ, ସାମ୍ବାଦିକ ଧୀରେନ୍ଦ୍ର ସେନାପତି, ରାକେଶ ରୋଶନ ମହାନ୍ତି, ବିଜୟ ମହାପାତ୍ର, ସନ୍ତୋଷ ପଟ୍ଟନାୟକ, ଦୀଲ୍ଲିପ କାଉଡ଼ିଆ, ଦିବାକର ଷଡ଼ଙ୍ଗୀ,ଗଗନ ଖଟୋଇ ପ୍ରମୁଖ ଉପସ୍ଥିତ ରହି ଚମ୍ପିୟାନ ଦଳ ଓଗାଳପଡା ଦଳକୁ ୧୦ ହଜାର ଟଙ୍କା ଓ ରନସ ବରପଦା୍ ।ଦଳକୁ ୮ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହି ଅବସରରେ ସାମ୍ବାଦିକମାନଙ୍କ ସହ ସାମାଜିକ କର୍ମୀ ମାନଙ୍କୁ ସମ୍ବାନୀତ କରାଯାଇଥିଲା । ଖୋର୍ଦ୍ଧା  ପାଇକଆଖେଡା କବିରାଜପୁର ଟିମର ଗୁରୁ କବିରାଜ ପ୍ରଧାନ ଙ୍କ ନେତ୍ବତୃରେ ଏକ ଚିତ୍ତାକର୍ଷକ ପାଇକଆଖେଡା ପରିଦର୍ଶନ କରାଯାଇଥିଲା ।
      ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ବଜିତ ପାଢ଼ୀ, ପ୍ରତ୍ୟୁଷ ନିଶଙ୍କ, ଅମିତ ସାମନ୍ତରାୟ, ଜଗଦୀଶ ନାୟକ, ପ୍ରଦ୍ୟୁମ୍ନ ଜେନା ପ୍ରମୁଖ ସହଯୋଗ କରିଥିଲେ । ସତ୍ୟଜିତ ବଳିୟାରସିଂହ ମଞ୍ଚ ପରିଚାଳନା କରିଥିଲେ ।
    ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି,୧୬/୨/୨୦୨୧----୮,୫୦

    Blog Archive

    Popular Posts